ଢୁକାଇ ଦେବା
ଢୁକାଇ ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢୁକାଇ ଦେବା
|
ଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି)
ସମ୍ପାଦନାପହଞ୍ଚାଇବା; ପ୍ରବେଶ କରାଇବା — To cause a thing to reach; to reach a thing to a place; to thrust.
ଢୁକାଇ ଦେଲେ ତୃଷିତ ଚକୋର ଚଞ୍ଚୁରେ ଶୀତ— ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ତ. ଗୀତ