ଢୁକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଢୈକ ଧାତୁ= ଗତି; ବା ସ୍ତୋକ) ସମ୍ପାଦନା

ଢୋକ; ଥରକେ ମନୁଷ୍ୟ ଯେତେ ମନୁଷ୍ୟ ଯେତେ ପାଣି ଗଳାଧଃକରଣ କରି ପାରେ —A gulp (of water).

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

(ଜଶାଦିର) ଗଣ୍ଡୂଷ — A sip (of water.)