ଢିଲା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ହୁଗୁଳା କରିବା — ୧. To slacken.
୨. ହେଳା କରିବା — ୨. To neglect one's work.

ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରି ଦିଏ ଫକୀରମୋହନ. ଛମାଣ ଆଠଗୁଣ୍ଠ

୩. ଶିଥିଳ କରିବା —୩. To relax.