ଢିରା ମାରି ଚାଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ଅନ୍ଧକାର ରାତିରେ ବାଟରେ କିମ୍ୱା ଗଭୀର ପାଣିରେ ଚାଲିବାବେଳେ) ବାଡ଼ିକୁ ଭୂମିରେ ମାରି ମାରି ବାଡ଼ି ଉପରେ ଭାର ରଖି ଗମନ କରିବା —To walk by holding a stick for support.