ଢିରା ମାରି ଚାଲିବା
ଢିରା ମାରି ଚାଲିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢିରା ମାରି ଚାଲିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା(ଅନ୍ଧକାର ରାତିରେ ବାଟରେ କିମ୍ୱା ଗଭୀର ପାଣିରେ ଚାଲିବାବେଳେ) ବାଡ଼ିକୁ ଭୂମିରେ ମାରି ମାରି ବାଡ଼ି ଉପରେ ଭାର ରଖି ଗମନ କରିବା —To walk by holding a stick for support.