ଢିମା
ଢିମା
ଉଚ୍ଚାରଣ
ସମ୍ପାଦନା(ଢିମାଢିମି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ମଧ୍ୟମ)
ସମ୍ପାଦନା- ୧. କ୍ଷୁଦ୍ର ପ୍ରସ୍ତରଖଣ୍ଡ — ୧. Pebble.
- ୨. ଢେମା; ଡେଣୁଆ; ଲୋଷ୍ଟ୍ର; ପଥରର ଅସମାନ ବଡ଼ ଖଣ୍ଡ —୨. Large bit of stone; large fragment of stone or brick.
- ୩. ରେବଲ୍ ପଥର — ୩. Rubble; undressed bits of stone.
ଅନୁବାଦ
ସମ୍ପାଦନାବିଶେଷଣ - (ସଂସ୍କୃତ - ମନ୍ଦ; ମଧ୍ୟମ)
ସମ୍ପାଦନା- ୧. ଯେଉଁ ଲୋକ କାର୍ଯ୍ୟ କରିବାକୁ କୁଣ୍ଠିତ ହୁଏ; ଅଳସୁଆ; ଧୀମା — ୧. Slack; lazy; unwilling to work.
- ୨. (ସଂସ୍କୃତ - ମନ୍ଥର) ମନ୍ଥରବିଶିଷ୍ଟ —୨. Slow.
- ୩. (ସଂସ୍କୃତ - ଡିମ୍ୱ) ଡିମ୍ୱ ପରି ପଦାକୁ ବାହାରିଥିବା (ଆଖି), ଡିମା —୩. Bulging out (eyes).