ଢିପେଇ ଢିପେଇ ଚାଲିବା

ଢିପେଇ ଢିପେଇ ଚାଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଢଳିପାର ଗୋଟିଏ ଅଂଶ ବା ଟିପେଇ ଚାଲିବା —To limp (on the top of the foot); to in a ḥalting manner.

(ଯଥା—ମୋ ଗୋଇଠିରେ କଣ୍ଟା ପଶିଯିବାରୁ ମୁଁ ଢିପେଇ ଢପେଇ ଚାଲୁଛି)