ଢିପିଢିପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଢିପ୍ଢିପା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମଝିରେ ଥିବା ଠେକ ଉପରେ ରହି କୌଣସି ବସ୍ତୁର ଦୁଇ ମୁଣ୍ଡ ଉଠିବା ପଡ଼ିବା ଅବସ୍ଥା — ୧. Seesaw condition of anything due to a lever in its middle.
୨. ମଝିଟା ଭୂଇଁରେ ଲାଗିଥାଇ ଦୁଇ ମୁଣ୍ଡ ଶୂନ୍ୟରେ ଥିବା ଗୋଟାଏ ଲମ୍ୱ କାଠ ଯାହାର ଦୁଇ ମୁଣ୍ଡରେ ବସି ଖେଳନ୍ତି —୨. See-saw.