ଢିଙ୍କି ସମକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଢିଙ୍କି କୁଟିବାର ଶବ୍ଦ — The sound of working a 'Ḍheṅki'.

[ଦ୍ରଷ୍ଟବ୍ୟ — ଢିଙ୍କିର ଅଳ୍ପ ଶବ୍ଦକୁ ସମକା—ସମ୍ ସମ୍ ଶବ୍ଦ; ତାଠାରୁ ବଡ଼କୁ ଦମକା—ଦମ୍ ଦମ୍ ଶବ୍ଦ; ତାଠାରୁ ବଡ଼କୁ, ଦୁଲୁକା— ଦୁଲୁଦୁଲୁ ଶବ୍ଦ କହନ୍ତି ]