ଢିଙ୍କି ପାହାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢେଙ୍କି ପାହୁରାଣୀ—ଅନ୍ୟରୁପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଢିଙ୍କି ମୁଣ୍ଡରୁ ଅଳ୍ପ ଦୂରରେ ଭରାଣ୍ଡିରେ ପଡ଼ିବା ନିମିତ୍ତ ଲମ୍ୱ ଭାବରେ ମୂଷଳାକାରରେ ପଶିଥିବା କାଠ ଖଣ୍ଡ — ୧. The pestle of a 'Ḍhiṅki'
୨. ଢିଙ୍କିର ଆଘାତ — ୨. A stroke of the Ḍheṅki.