ଢିଙ୍କି ପାହାର
ଢିଙ୍କି ପାହାର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢିଙ୍କି ପାହାର
|
(ଢେଙ୍କି ପାହୁରାଣୀ—ଅନ୍ୟରୁପ)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଢିଙ୍କି ମୁଣ୍ଡରୁ ଅଳ୍ପ ଦୂରରେ ଭରାଣ୍ଡିରେ ପଡ଼ିବା ନିମିତ୍ତ ଲମ୍ୱ ଭାବରେ ମୂଷଳାକାରରେ ପଶିଥିବା କାଠ ଖଣ୍ଡ — ୧. The pestle of a 'Ḍhiṅki'
- ୨. ଢିଙ୍କିର ଆଘାତ — ୨. A stroke of the Ḍheṅki.