ଢିଙ୍କି ପକ୍ଷୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଢିଙ୍କିର ଅଗ ବା ମୁଣ୍ଡରୁ ପ୍ରାୟ ୩ ଭାଗ ଛାଡ଼ି ଢିଙ୍କିକୁ କଣା କରି ଯେଉଁ କୀଳା ମରାଯାଇ ଥାଏ ଓ ଯାହା ଦୁଇ ପାଖକୁ ବାହାରି ଢିଙ୍କି ଖମ୍ୱର ଅର୍ଗଳିଦ୍ୱୟରେ ପଶିଥାଏ — The wings of a 'Ḍhiṅki'.