ଢିଙ୍କି ଗୀତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଢିଙ୍କି କୁଟିବା ପୁରୁଷ ଲୋକମାନେ ଶ୍ରମାପନୋଦନ ବା ଆନନ୍ଦ ସକାଶେ ଯେଉଁ ଗୀତ ବୋଲନ୍ତି — Ḍheṅki songs

[ ଦ୍ର— ଏଠାରେ ଢିଙ୍କି ଗୀତର ଗୋଟିଏ ଉଦାହରଣ ଦିଆ ଗଲା ଯଥା— ଦୁଲ୍ ଦୁଲ୍ ଢିଙ୍କି ଶବଦ, ବ୍ରହ୍ମା ନ ପାଇଲେ ତାହାର ଭେଦ ଲୋ (ଘୋଷା) ଆମ୍ୱ ଡାହିଖଣ୍ଡି ଘୁଣ ଖାଇଲା ଲୋ, କରଞ ସବୁଠୁଁ ଟାଣ, ଓଡ଼ିଆ ଫାରସା ସବୁ ମିଶାଇ ଲୋ, ସବୁ ଟାଣି ନେଲା ଲୁଣ ଲୋ ୧ ନେଉଳ ନାକରେ ଫାସିଆ ହଳେ ଲୋ, ଏଣ୍ଡୁଅ ନାକରେ ଗୁଣା, ମୂଷା ଶୋଇଅଛି ରତ୍ନ ପଲଙ୍କରେ, ମଞରୀ ଧରେ ବିଞ୍ଚଣା ଲୋ ୨ ଟୋକେଇ କଣ୍ଢେଇ ବାପଘର ଗଲେ, ଛାଞ୍ଚୁଣୀ ଜଗିଛି ଘର, କଂସା ଥାଳି ଗଲେ ଯାତରା ଦେଖି, ମତେ କଲା ବାତଜର ଲୋ ୩