ଢିଙ୍କି ଓଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭାଲୁକୁଣୀ ଓଷା; ଖୁଦୁରୁକୁଣୀ ଓଷା; ଭାଦ୍ର ମାସରେ ପ୍ରତି ରବିବାର ଦିନ ଅବିବାହିତା ଖଣ୍ଡାଏତ, କରଣ ଓ ଅନ୍ୟ ଶୁଦ୍ର କନ୍ୟାମାନେ ଢିଙ୍କିକୁ ପୂଜା କରିବା ଓଷା —A festival observed by unmarried Ṡūdra girls on the sundays of the month of Bhādra.