ଢିଙ୍କିଲାଞ୍ଜି ଗାତ
ଢିଙ୍କିର ଲାଞ୍ଜି ତଳେ ଯେଉଁ ଗର୍ତ୍ତ ଥାଏ; ଢିଙ୍କିର ମୁଣ୍ଡ ଉପରକୁ ଉଠିବା ସମୟରେ ଢିଙ୍କି ଲାଞ୍ଜି ଯେଉଁ ଗାତ ଭିତରକୁ ପଶି ଥାଏ — The hole below the tail of the 'ḍheṅkiḌheṅki'.