ଢିଙ୍କିକୁଟା ପାଣିବୁହା

ଢିଙ୍କିକୁଟା ପାଣିବୁହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବି—(ଲକ୍ଷଣାର୍ଥ) ସମ୍ପାଦନା

ଏକ ସମୟରେ ଜଣେ ମନୁଷ୍ୟ ଉପରେ ଅନେକଗୁଡ଼ିଏ କାର୍ଯ୍ୟର ଭାର ପଡ଼ିଥିବାର ଅବସ୍ଥା —The state of a person having to perform many things at a time.

(ଯଥା—ତାକୁ ଢିଙ୍କି କୁଟା ପାଣିବୁହା ଲାଗିଛି )

[ ଦ୍ର—ଘରେ କେହି ସାହାଯ୍ୟକାରୀ ନ ଥିଲେ ଘରର ବଧୁ ଧାନ କୁଟିବା କାର୍ଯ୍ୟ ଓ ରୋଷେଇ ପାଇଁ କୂଅରୁ ବା ଗଡ଼ିଆରୁ ପାଣି ବୋହିବା କାର୍ଯ୍ୟ ଏପରି ଉଭୟ କାର୍ଯ୍ୟ କରିବାରୁ ବ୍ୟସ୍ତ ହୋଇ ପଡ଼େ ଏହି ଅର୍ଥରୁ ଲକ୍ଷଣାର୍ଥର ସୃଷ୍ଟି ]