ଢିଙ୍କିଆ ଦଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଜଳଜ ଲତା — A species of Nephrolipis (a very thick aquatic fern like the English Braken; Crinum defiaxum crinum Asiaticum.

[ଦ୍ରଷ୍ଟବ୍ୟ —ଏହାର ନାଡ଼ ବହୁ ଦୂରକୁ ସୁଅ ନ ଥିବା ପାଣି ଉପରେ ମାଡ଼େ ଓ ସେଥିରୁ ଗୋଟାଏ ଲେଖାଁଏ ୨ ଠାରୁ ୩ ଇଞ୍ଚ ପର୍ଯ୍ୟନ୍ତ ଲମ୍ୱ ପକ୍ଷାକୃତି ଡାଳ ବାହାରିଥାଏ ]