ଢିଙ୍କିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢେଙ୍କ= ବଢ଼ିଆକାଙ୍କ ବା ବଗ; ଏହାର ଗଢ଼ଣ ବଢ଼ିଆକାଙ୍କ ପରି ହୋଇଥିବାରୁ) ସମ୍ପାଦନା

୧. କବାଟ ଓ ଝରକାକୁ ବନ୍ଦ କରିବା ପାଇଁ ବ୍ୟବହୃତ ଢିଙ୍କି ଆକୃତିବିଶିଷ୍ଟ ଜୁଳୁକି; ଛିଟିକିଣୀ — ୧. A hook or trigger-like contrivance for fastening doors and windows.
୨. ଦୁଷ୍ଟ ଗୋରୁଙ୍କ ବେକରେ ଓହଳାଯିବା ଗୋଟିଏ କାଠ— ଖଣ୍ଡ —୨. A clog attached to the neck of wild or restless cattle to impede their motion.

[ଦ୍ରଷ୍ଟବ୍ୟ — ଏହା ବେକରେ ବନ୍ଧା ହେଲେ ଗୋରୁ ତହିଁର ଭାରଦ୍ୱାରା ଆକ୍ରାନ୍ତ ହୋଇ ଦଉଡ଼ିପାରେ ନାହିଁ ]

୩. [[ ଢପିଢିପା ୨[[]] (ଦେଖ) - ୩. Ḍhipiḍhipā ୨ (see)

ବିଶେଷଣ - ସମ୍ପାଦନା

୧. ଢିଙ୍କି ଆକୃତିବିଶିଷ୍ଟ — ୧. Like; a 'Ḍhiṅki.
୨. ଲମ୍ୱ —୨. Long; large.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଏମାନଙ୍କ ଆଗପାଖ ଢିଙ୍କି ପରି ନିମ୍ନ ଥିବାରୁ)—ହେଟା —Hyena.