ଢାଳିଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଢାଳିହୋଇଯିବା, ଢାଳିହେବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଢାଳିବା କ୍ରିୟାର କର୍ମବାଚ୍ୟ ରୂପ ଅଜାଡ଼ି ହେବା —୧. To be poured out; to be spilt.
୨. ମନକୁ ଇଡ଼ିଯିବା — ୨. To be spilt out of its own accord.

(ଯଥା—କାଳିଘଡ଼ି ଅସମତଳ ଭୂମିରେ ରଖାଯିବାରୁ କାଳିଯାକ ଢାଳିଗଲା)