ଢାଳିବା
ଢାଳିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଢାଳିବା
|
ଦେଶଜ - କ୍ରି. (ସଂସ୍କୃତ - ହ୍ୱାଳି ଧାତୁ= ଚାଳନା)
ସମ୍ପାଦନା- ୧. କୌଣସି ଜଳୀୟ ପଦାର୍ଥକୁ ପାତ୍ରାଦିରୁ ଉପରୁ ତଳକୁ ପକାଇବା; ଅଜାଡ଼ିବା; ଇଡ଼ିବା —୧. To pour out; to spill.
ଢାଳେ ତୁ ଢାଳିଲୁ ନାହିଁ କୃପା—ସୁଧାଝରକି କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ
[ଦ୍ରଷ୍ଟବ୍ୟ — କୌଣସି ତରଳ ପଦାର୍ଥ ଥିବା ପାତ୍ରର ମୁହଁ ପାଖକୁ ଅଣାଇ ଦେଇ ବା ଲେଉଟାଇ ପାତ୍ରରେ ଥିବା ତରଳ ପଦାର୍ଥକୁ ଢାଳିବାକୁ ହୁଏ ବେଶି ପରିମାଣରେ ଢାଳିବାକୁ ଅଜାଡ଼ିବା କରନ୍ତି ]
- ୨. ଧାତୁ ଇତ୍ୟାଦିକୁ ତରଳ କରି ଛାଞ୍ଚରେ ଇଡ଼ିବା — ୨. To pour molten metal into a mould; to cast in a mould.
- ୩. (ସଂସ୍କୃତ - ଦୁଳ୍ ଧାତୁ) ଚାମର ଆଦି ଇତସ୍ତତଃ ଚାଳନ କରିବା — ୩. To wave a chowrie (or fan).
ପୁଲ ଛବି ଫୁଲ ଆଲଟ ଚାମର ପୁରୁଣାରେ ଧରି ନରେ, ବେନି ପାଶରେ ମନ୍ଦେ ମନ୍ଦେ ଢାଳିବା କି କହିବି ବଚନରେ ଦୀନକୃଷ୍ଣ. ଜଗମୋହନ
- ୪. ବହୁକାଳ ପ୍ରଚୁର ପରିମାଣ ବର୍ଷା — ୪. To rain cats and dogs; to rain incessantly.
(ଯଥା—ମେଘ ପହରେ ହେଲା ଢାଳୁଛି)
- ୫. ଅଜସ୍ର ଅର୍ଥ ବ୍ୟୟ କରିବା — ୫. To spend money like water.
(ଯଥା—ସେ ଏହି ମକଦମାରେ ଟଙ୍କା ଢାଳିଦେଲା)
- ୬. ଅଜସ୍ର ଅଜାଡ଼ିବା —୬. To pour out profusely.
(ଯଥା—ମୋ ପତ୍ରରେ ଖିରିପିଠା ଢାଳି ଦେଇଗଲେ)
- ୭. (ଢାଳିବାର ଣିଜନ୍ତ ରୂପ) (ଅପାଙ୍ଗ, ଦୃଷ୍ଟି) କୌଣସି ପାଖକୁ ବୁଲାଇବା —୭. To cast (a look or glance) to one side.
ଚଞ୍ଚଳ ନୟନଦେଶଜ - ଥରେ ଢାଳି କବିସୂର୍ଯ୍ୟ. ସଙ୍ଗୀତ
- ୮. (ମୁହଁ) ତଳକୁ କରିବା — ୮. To lower (the face).
କି କରି ଅନାଏ ବଦନ ଢାଳି ଭଞ୍ଜ. ସୁବର୍ଣ୍ଣରେଖା
- ୯. (ପ୍ରାଣ) ସମର୍ପଣ କରିବା; ଉତ୍ସର୍ଗ କରିବା; ଅକାତରରେ ଅର୍ପଣ କରିବା —୯. To surender or offer unconditionally.
ପରିଚ୍ଛଦରୂପେ ସୈନ୍ୟ ନେଇ ସଙ୍ଗେ ଅଙ୍ଗ ଢାଳୁଥିଲା ଯେ ଋଣ—ତରଙ୍ଗେ ରାଧାନାଥ. ଦରବାର
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]