ଢାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ତରବାରୀ ଆଘାତରୁ ରକ୍ଷା ପାଇବା ନିମନ୍ତେ ଦୁଶ୍ଛେଦ୍ୟ ଚର୍ମନିର୍ମିତ ଦେହରକ୍ଷକ ଫଳକ; ଢାଲ —Shield.

ଢାଳ ପୃଥୁଳ ବିଶାଳ ରୁଚି ହରିଢାଳ ସୁଘଟିତ ତାଳସ୍ତନୀରେ କବିସୂତ୍ଯ୍ୟ. ସଙ୍ଗୀତ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଧାତୁ ନିର୍ମିତ ଛୋଟ ଜଳପାତ୍ର ବା ଘଟୀ; ଲୋଟା — ୧. Narrow mouthed metal water pot; small jug.
୨. ଅଜାଡ଼ିବା କର୍ମ — ୨. Act of pouring.
୩. ଛାଉଣୀ —୩. Thatching.
୪. ଏକ ଧାତୁମୟ ପାତ୍ର ଉପରେ ଅନ୍ୟ ଧାତୁମୟ ଦ୍ରବ୍ୟକୁ ଢାଳିବା କ୍ରିୟା ପୁଟ —୪. Laying a thin layer over some metal article.

ପ୍ରାଦେଶିକ - (ବାଲେଶ୍ୱର ପ୍ରାନ୍ତ) ସମ୍ପାଦନା

ଢେଲାଉଣୀ — A concave earthen pan.