ଢାଲୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ହ୍ୱାଲି ଧାତୁ= ଚାଳନ; ସଂସ୍କୃତ - ଧାର) ସମ୍ପାଦନା

ଗଡ଼ାଣିଆ; କ୍ରମନିମ୍ନ; ପାହାନିଆ — Sloping; inclined; slanting.

ବିଶେଷ୍ୟ - ସମ୍ପାଦନା

ଗଡ଼ନ୍ତି; ଗଡ଼ାଣିଆ ଜାଗା; କ୍ରମନିମତା — Inclination; slope.