ଢାଞ୍ଚା
ଢାଞ୍ଚା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା)
ସମ୍ପାଦନା- ୧. ନମୁନା — ୧. Pattern.
- ୨. ଢଙ୍ଗ; କ୍ରମ; ରୀତି; ଧରଣ — ୨. Manner; mode; style.
- ୩. ଢପ; ଆଚରଣ; ଚାଲିଚଳନ — ୩. Mien; behaviour; fashion.
- ୪. ଆକୃତି —୪. Appearance; shape.
- ୫. ଥାଟ; କୌଣସି ବସ୍ତୁର ଗଢ଼ା ହେବା ପୂର୍ବରୁ ନିର୍ମିତ ସ୍ଥୂଳରୂପ — ୫. Frame-work.
- ୬. ଗଢ଼ଣ —୬. Build; make.