ଢାଙ୍କିବା
ଢାଙ୍କିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଢୋକ୍ ଧାତୁ=ଆବରଣ; ଢକ ଧାତୁ= ଲୁଚାଇବା)
ସମ୍ପାଦନା- ୧. ଢାଙ୍କିବା; ଆଚ୍ଛାଦନ କରିବା; ଘୋଡ଼ାଇବା —୧. To cover.
ଶରୀର କବଚେ ଢାଙ୍କଇ ଭୂପତି. ପ୍ରେମପଞ୍ଚାମୃତ
- ୨. ଲୁଚାଇବା —୨. To conceal; to hide.
- ୩. ଉପରେ ମାଡ଼ିଯିବା —୩. To overspread.
- ୪. ଆବୃତ କରିବା; ଓଢ଼ଣା ପକାଇବା — ୪. To veil.
- ୫. (ଆଖି ପତାକୁ) ଘୋଡାଇ ଦେବା; ମୁଦି ଦେବା; ବୁଜିବା — ୫. To close (the eye lids).
ତାଙ୍କି ପକ୍ଷ୍ମ ଫେଡ଼ି ପୁଣି ରଚୁ ଖେଳା କବିସୂର୍ଯ୍ୟ, ସଙ୍ଗୀତ