ଢାଙ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଢୋକ୍ ଧାତୁ=ଆବରଣ; ଢକ ଧାତୁ= ଲୁଚାଇବା) ସମ୍ପାଦନା

୧. ଢାଙ୍କିବା; ଆଚ୍ଛାଦନ କରିବା; ଘୋଡ଼ାଇବା —୧. To cover.

ଶରୀର କବଚେ ଢାଙ୍କଇ ଭୂପତି. ପ୍ରେମପଞ୍ଚାମୃତ

୨. ଲୁଚାଇବା —୨. To conceal; to hide.
୩. ଉପରେ ମାଡ଼ିଯିବା —୩. To overspread.
୪. ଆବୃତ କରିବା; ଓଢ଼ଣା ପକାଇବା — ୪. To veil.
୫. (ଆଖି ପତାକୁ) ଘୋଡାଇ ଦେବା; ମୁଦି ଦେବା; ବୁଜିବା — ୫. To close (the eye lids).

ତାଙ୍କି ପକ୍ଷ୍ମ ଫେଡ଼ି ପୁଣି ରଚୁ ଖେଳା କବିସୂର୍ଯ୍ୟ, ସଙ୍ଗୀତ