ଢାଇ ଢାଇ
ଢାଇ ଢାଇ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ.
ସମ୍ପାଦନା- ୧. (ଶିଶୁରଞ୍ଜନ) (ଶିଶୁମାନଙ୍କୁ ବୟଃସ୍ଥମାନେ ହାତ ବା ମୁଣ୍ଡ ଦେଖାଇ ଗୋଲରେ ମୁଣ୍ଡକୁ ଲଢ଼ାଇ— ବାକୁ ଆହ୍ୱାନ କରିବା ବେଳେ ବ୍ୟବହୃତ ଶବ୍ଦ; ମୁଣ୍ଡିଆ ମାର୍ —୧. Words utterred by grown up persons inviting children to butt their heads against the head or palm of the inviter in jest.
- ୨. ଲଢୁଥିବା ମେଣ୍ଢା ଓ ଛେଳିଙ୍କୁ ଉତ୍ତେଜନା କରିବାର ଧ୍ୱନୀ —୨. Words used to goat ୨ goats or rams to butt each other's head.
- ୩. (ବହୁବାର) ଢାଇ (ଦେଖ) - —୩. Dhāi (See)