ଢଳିବା
ଢଳିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ ଢଳା(ଳେ)ଇବା—ଣିଜନ୍ତ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ହ୍ୱାଳି ଧାତୁ=ଚାଳନା; ସଂସ୍କୃତ - ଟଳ ଧାତୁ)
ସମ୍ପାଦନା- ୧. ଶ୍ଳଥ ହେବା —୧. To become loose.
- ୨. ଅଣେଇ ହେବା; ଆଉଜିବା ଏକ ପାଖକୁ ନଇଁବା — ୨. To incline; to lean to one side.
ତୁଳାଇଲା ପରି ତଳି ତଳେ ପଡ଼ିଯିବା ଭଳି କବିସୂର୍ଯ୍ୟ. କିଶୋରୀଚମ୍ପୂ ତ ଗୀତ
- ୩. ଦୋହୋଲିବା; ଟଳ ଟଳ ହେବା — ୩. To reel; to totter.
- ୪. ଭୁମୀରେ ପଡ଼ିଯିବା —୪. To reel down to the ground; to tumble down.
- ୫. (ଲକ୍ଷଣାର୍ଥ) ସପକ୍ଷତାବଲମ୍ୱନ କରିବା; କୌଣସି ବ୍ୟକ୍ତି ପ୍ରତି ଅନୁକୁଳ ମତ ପୋଷଣ କରିବା — ୫. To have a leaning or sympathy for a person or party; to be partial to.
(ଯଥା—ବିଚାରପତି ମକଦମାର ଆରମ୍ଭରୁ ବାଦୀ ପକ୍ଷକୁ ଢଳିଛନ୍ତି)
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକା ରୁପ ଯୁକ୍ତ ହୁଏ]