ଢଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ ଢଳା(ଳେ)ଇବା—ଣିଜନ୍ତ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ହ୍ୱାଳି ଧାତୁ=ଚାଳନା; ସଂସ୍କୃତ - ଟଳ ଧାତୁ) ସମ୍ପାଦନା

୧. ଶ୍ଳଥ ହେବା —୧. To become loose.
୨. ଅଣେଇ ହେବା; ଆଉଜିବା ଏକ ପାଖକୁ ନଇଁବା — ୨. To incline; to lean to one side.

ତୁଳାଇଲା ପରି ତଳି ତଳେ ପଡ଼ିଯିବା ଭଳି କବିସୂର୍ଯ୍ୟ. କିଶୋରୀଚମ୍ପୂ ତ ଗୀତ

୩. ଦୋହୋଲିବା; ଟଳ ଟଳ ହେବା — ୩. To reel; to totter.
୪. ଭୁମୀରେ ପଡ଼ିଯିବା —୪. To reel down to the ground; to tumble down.
୫. (ଲକ୍ଷଣାର୍ଥ) ସପକ୍ଷତାବଲମ୍ୱନ କରିବା; କୌଣସି ବ୍ୟକ୍ତି ପ୍ରତି ଅନୁକୁଳ ମତ ପୋଷଣ କରିବା — ୫. To have a leaning or sympathy for a person or party; to be partial to.

(ଯଥା—ବିଚାରପତି ମକଦମାର ଆରମ୍ଭରୁ ବାଦୀ ପକ୍ଷକୁ ଢଳିଛନ୍ତି)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକା ରୁପ ଯୁକ୍ତ ହୁଏ]