ଢଳିପଡ଼ିବା
ଢଳିପଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି—(ସଂସ୍କୃତ - ଟଳ ଧାତୁ)
ସମ୍ପାଦନା- ୧. ଟଳି ପଡ଼ିବା — ୧. To tumble down to the ground.
ନିଜ ନିସ୍ୱାସରେ ପଡ଼ିଲେ ତଳି—କବିସୁର୍ଯ୍ୟ. ସଂଙ୍ଗୀତ
- ୨. ମରିଯିବା —୨. To die.
(ଯଥା—ଆପେ ଢଳି ପଡ଼ିଲେ ପୃଥିବୀ ଅନ୍ଧାର)
- ୩. ଆଉଜି ପଡ଼ିବା —୩. To lean.
ମୋର ଉରକୁ ସେ ତଳି ପଡ଼ଇ—ଭଞ୍ଜ. ପ୍ରେମସୁଧାନିଧି
- ୪. ମୁଗ୍ଧ ହେବା; ତନ୍ମୟ ହେବା; ମୋହଯୁକ୍ତ ହେବା ===
ପଦ୍ମ ପତର ପରି ଅଟଇ ନୟନ ଚାହିଁଲାକ୍ଷଣି ତଳି ପ଼ଡ଼ନ୍ତି ମୁନିଜନ କୃଣ୍ଣସିଂହ. ମହାଭାରତ ବନ