ଢଳା
ଢଳା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ)
ସମ୍ପାଦନା- ୧. ଢଳି ପଡ଼ିବା — ୧. Falling down, tumbling.
- ୨. ଢଳିବା; ଏକପାଖକୁ ସାମାନ୍ୟରେ ନଇଁପଡ଼ିବା —୨. Leaning; inclining to one side.
- ୪. ଢାଳିବା କର୍ମ —୩. Act of pouring.
ଚଳାଚଳ ନୟନ ଢଳା ରସକୁ ମନ ବଳାଅରେ କବିସୂର୍ଯ, ସଙ୍ଗୀତ
- ୪. (ଦୃଷ୍ଟିକୁ) ବାଙ୍କ କରିବା — ୪. Bending; ogling.
- ୫. ଧାତୁ ଢାଳିବା ଛାଞ୍ଚ —୫. Mould.
- ୬. ଧାତୁକୁ ତରଳାଇ ଛାଞ୍ଚରେ ଢାଳିବା କର୍ମ — ୬. Act of pouring molten metal into a mould.
ଅନୁବାଦ
ସମ୍ପାଦନାବିଶେଷଣ -
ସମ୍ପାଦନା- ୧. ଢଳିଥିବା; ସାମାନ୍ୟରେ ଏକପାଖକୁ ଟଳିଥିବା —୧. Slightly leaning to one side
- ୨. ଆଉଟା ହୋଇ ଛାଞ୍ଚରେ ଇଡ଼ା ଯାଇଥିବା — ୨. Molten and cast into a mould.!
- ୩. ଆଉଟା ହୋଇ ଛାଞ୍ଚରେ ଇଡ଼ା ହୋଇଥିବା ଧାତୁଦ୍ୱାରା ପ୍ରସ୍ତୁତ —୩. Made of molten metal cast in mould.
ଅମୃତ ବାବରସେଁ ଢଳା ବାଗ୍ଦେବୀ ବାଣୀ ବ୍ରହ୍ମକଳା—ମଧୁସୁଦନ, ସଙ୍ଗୀତମାଳା
- ୪. ପ୍ରଚୁର ରୁପେ ଇଡା ହୋଇଥିବା — ୪. Poured profusely.
- ୫. ଅପାଙ୍ଗ ଦୃଷ୍ଟିଯୁକ୍ତ (ନେତ୍ର) — ୫. Ogling (eye)
ଚଳା ନେତ୍ର କର ମୋ ସଙ୍ଖୁଳା—କବିସୁର୍ଯ୍ୟ, ସଂଙ୍ଗୀତ
ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -
ସମ୍ପାଦନାଛୋଟ ଢାଳ; ସାମସେଇ; ଝରି — Very small water jug.