ଢମାଳୁଣୀ
(ଢମାଳେଈ—ଅନ୍ୟରୂପ)
ଅପଦେବତା; ନୀଚଦେବୀ; ଅପୂଜା ଦେବତା— ବିଶେଷ —An inferior female Deity.
ଢମାଳିଆର ସ୍ତ୍ରୀଲିଙ୍ଗ — The feminine of Ḍhamāḻiā