ଢମାଳିଆ
ଢମାଳିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢମାଳୁଣୀ, ଢମାଲେଈସ୍ତ୍ରୀ
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଗର୍ବୀ — ୧. Proud; haughty.
- ୨. ନିଃସାର ଅଥଚ ବାହ୍ୟାଡ଼ମ୍ୱର ଯୁକ୍ତ — ୨. Showy but unsubstantial.
ଢୋଲ ହୋଇ କରି ନ ଥାଏ ସ୍ୱର, ସର ହୋଇ ଯେବେ ନ ଥାଏ ନୀର ଢମାଳିଆ ନାମ ଅଟେ ସେ ପୁର, କହେ ତନାଇ ଏ କଥା ନିକର ଦନାଇଦାସଙ୍କ ପହଳି
- ୩. ଆଡ଼ମ୍ୱରପ୍ରିୟ — ୩. Showy; fond of pomposity.
- ୪. ବଚନସର୍ବସ୍ୱ — ୪. Boasting, braggart, boastful.