ଢମାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ଦମ୍ଭ) ସମ୍ପାଦନା

୧. ଢମ; କବିତ୍ୱହୀନ ବ୍ୟଙ୍ଗ ବା ପରିହାସ ବଚନ —୧. Unrhymed jeer; gibe.

ଢମାଳି ଗୀତ ଢଗମେଲି ଭୂପତି, ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ଢଗରେ ପଦମାନଙ୍କର ମିତ୍ରାକ୍ଷର ମିଳେ, ମାତ୍ର ଢମାଳିରେ ତାହା ନ ଥାଏ ଏହା ଢଗ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ]

୨. ମୁହଁ ବାଲିଙ୍ଗି —୨. Bragging; boasting.
୩. ପରିହାସ; ରଙ୍ଗରସ —୩. Jest; witticism.

ଅନ୍ତୁଡ଼ିଶାଳେ ଯାଇ ମିଳି ହାସ୍ୟକେ କରନ୍ତି ଢମାଳି ଜଗନ୍ନାଥ. ଭାଗବତ

୪. ଗର୍ବ; ଅହଙ୍କାର —୪. Pride; arrogance.