ଢମା
ଢମା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମକ= ପରିମାଣ ବିଶେଷ)
ସମ୍ପାଦନାଗୋରୁଙ୍କୁ କୁଣ୍ଡା— ପାଣି ଖୁଆଇବା ନିମନ୍ତେ ବ୍ୟବହୃତ ଭିତର ପାଖେ ତଳେଇ ଛୁଆଣି ହୋଇଥିବା ବାଉଁଶ ଟୋକେଇ — Manger; scuttle;an impervious bamboo backet or troagh used for feeding cattle with liquid food.
ବିଶେଷଣ -
ସମ୍ପାଦନା- ୧. ଢମ ପ୍ରିୟ —୧. Boastful; showy.
- ୨. ଗର୍ବୀ —୨. Proud; haughty.
- ୩. ବଡ଼ —୩. Big.