ଢମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମକ= ପରିମାଣ ବିଶେଷ) ସମ୍ପାଦନା

ଗୋରୁଙ୍କୁ କୁଣ୍ଡା— ପାଣି ଖୁଆଇବା ନିମନ୍ତେ ବ୍ୟବହୃତ ଭିତର ପାଖେ ତଳେଇ ଛୁଆଣି ହୋଇଥିବା ବାଉଁଶ ଟୋକେଇ — Manger; scuttle;an impervious bamboo backet or troagh used for feeding cattle with liquid food.

ବିଶେଷଣ - ସମ୍ପାଦନା

୧. ଢମ ପ୍ରିୟ —୧. Boastful; showy.
୨. ଗର୍ବୀ —୨. Proud; haughty.


୩. ବଡ଼ —୩. Big.