ଢମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମ୍ଭ) ସମ୍ପାଦନା

୧. ଅହଙ୍କାର; ଗର୍ବ — ୧. Pride; arrogance.

ତମ ଯ କଲା ରାୟେ କଂସ ତାଳେ ଅସୁର ଗଲା ନାଶ ବଳରାମ ଦାସ, କମଳ ଲୋଚନ ନଉଚିଶ

୨. ଦମ୍ଭ; ଚାତର; ମୁହଁ ବାଲିଙ୍ଗି — ୨. Boast; vainglory; bragging.
୩. ସାରହୀନ ବାହ୍ୟାଡମ୍ୱର — ୩. Outward show without any inner worth.

(ଯଥା—କରଣ ସାଆନ୍ତମାନଙ୍କ ଢମକୁ ଉଚ୍ଚଶିକ୍ଷିତ କରଣ ଯୁବକମାନେ ମଧ୍ୟ ବିରାଗ ଚକ୍ଷୁରେ ଦେଖୁ ଅଛନ୍ତି)

୪. ଢଙ୍ଗ; ରୀତି —୪. Fashion; custom.