ଢବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଡବା; ମାଲ ଗାଡ଼ିର ଖଣ୍ଡେ ଗାଡ଼ି — ୧. A goods-wagon.
୨. ରେଳ ଗାଡ଼ିର କୋଠିରି — ୨. A compartment of a Railway carriage.

ବିଶେଷଣ - ସମ୍ପାଦନା

ଢୁଙ୍ଗା; ଡଭା; ପୋଲ; ଓ ବଡ଼ — Hallow and big.

(ଯଥା—ଢବା ବୀଉଁଶ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ତୁଳ. ହ. ତକୁଆ=କ୍ଷେତକୁ ଜଗିବା ପାଇଁ କରାଯାଇଥିବା ମଞ୍ଚା ଉପରେ କରାଯିବା ଛପର) ସମ୍ପାଦନା

ଆଟୁ ଘର —A thatched house with an inner mud-covered roof.


ବିଶେଷ୍ୟ - ସମ୍ପାଦନା

୩. କୋଠା; ପକ୍କାଘର; ପ୍ରସାଦ — ୩. A pucca house; building; a house of brick masonry; mansion.

ଢବା ତନାବିରୁ ଗୋପ ନଗରୀର ବନ୍ଦେ ଭୁପ ବାଲୁକେଶ ଦେବ ନୃପ କୁଞ୍ଚପୁଞ୍ଜ ସରକି—କବିସୁର୍ଯ୍ୟ, କିଶେରଚମ୍ପୁ ତ ଗୀତ

[ ଦ୍ର—ଢବା ଶବ୍ଦ ଏହି ଅର୍ଥରେ ଗଞ୍ଜାମ ଅଞ୍ଚଳରେ ଓଡ଼ିଆ ଭାଷାରେ ବହୁଳ ବ୍ୟବହାର ଦେଖାଯାଏ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

୧. ଝିଙ୍କର ଝୁଆଣି ଘର; ଖପରଲି ଘର — ୧. A house with a thin tiled roof.

ପ୍ରାଦେଶିକ - (ଗଡ଼ଜାତ ସମ୍ୱଲପୁର) ଚିଣ ସମ୍ପାଦନା

ଆଟ ବିଶିଷ୍ଟ (ଚାଳଘର) (thatched house) Having an inner mud-roof.