ଢଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ପରିଶ୍ରାନ୍ତ; କ୍ଳାନ୍ତ — ୧. Tired; fatigued; wearied.

ପ୍ରାଦେଶିକ - (ଗଢଜାତ) ବିଶେଷ୍ୟ - ସମ୍ପାଦନା

ଗୋରୁଙ୍କ ଧରିବା ରୋଗବିଶେଷ — A kind of cattle disease.

[ ଦ୍ର—ଏ ରୋଗ ହେଲେ ଗୋରୁଙ୍କ ତାଳୁ ବାଟେ ଦୁଇଟା କଣା ଫୁଟିଯାଏ ସବୁବେଳେ ଗୋରୁ ଝୁଲନ୍ତି ସେ କଣାବାଟେ ପାଣି ତୋଡାଣି ତାଳୁରେ ପଶିଯିବାରୁ ଗୋରୁ ଖାଇ ପାରନ୍ତି ନାହିଁ ଅଳତା ସିଠାକୁ ନିମ କାଠିରେ ଖୁନ୍ଦି ସେ କଣାକୁ ବୁଜି ଦେଲେ ଏ ରୋଗ ଭଲ ହୋଇଯାଏ]