ଢଣଢଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ବହୁତ ବୁଲି ବୁଲି ବିରକ୍ତ ଓ ଶୀର୍ଣ୍ଣ ହୋଇଥିବା —୧. Over-fatigued by too much wandering.
୨. ଉଦ୍ଦେଶ୍ୟହୀନ ଭାବେ ବୁଲୁଥିବା (ବ୍ୟକ୍ତି) — ୨. Roving; loafing about (person).