ଢଙ୍କାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଢାଙ୍କେଇବା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଢକ୍ ଧାତୁ=ଆଚ୍ଛାଦନ; ଢୌକ ଧାତୁ =ଆବରଣ) ସମ୍ପାଦନା

୧. ଢାଙ୍କିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Ḍhāṅkibā
୨. ଘୋଡ଼ାଇବା; ଢାଙ୍କିବା — ୨. To cover; to conceal.