ଢଙ୍କା
ଢଙ୍କା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
=== ଦେଶଜ - ବିଶେଷ୍ୟ -୧ (ସଂସ୍କୃତ - ଢକ୍ ଧାତୁ=ଆଚ୍ଛାଦନ—ହିନ୍ଦୀ - ଶବ୍ଦସାଗର)
- ୧. ଆଚ୍ଛାଦନ —୧. Covering.
- ୨. (ସଂସ୍କୃତ - ଢକ୍କା) ବଡ଼ ନାଗରା ମେଘା — ୨. Big kettle-drum.
[ଦ୍ରଷ୍ଟବ୍ୟ —ଏହା ମଠ ଓ ଠାକୁର ମନ୍ଦିରମାନଙ୍କରେ ପିଟାଯାଏ ଓ ବହୁଦୂରକୁ ମେଘ ଗର୍ଜନ ପରି ଶୁଭେ ]
- ୩. (ସଂସ୍କୃତ - ଢକ୍କ) ଢାକା ଅଞ୍ଚଳ; ଢେଙ୍କା — ୩. Dacca (in East Bengal).
ବିଶେଷଣ - ସମ୍ପାଦନା
ଆଚ୍ଛାଦିତ —Covered; closed.