ଢଙ୍କଣ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଢେଙ୍କଣ; ସରୁ ବାଉଁଶର ଲଗି — ୧. A long and thin bamboo pole.
୨. ଓଲିଆ ଓ ଦୁଷ୍ଟ ଗୋରୁଙ୍କ ବେକରେ ଓହଳାଇ ଦିଆଯିବା ବାଉଁଶ ବା କାଠର ଖଣ୍ଡ; କାଠ ଘଣ୍ଟ — ୨. A log of bamboo or wood suspended from the neck of wicked cattle.