ଢଙ୍କ
ଢଙ୍କ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - କଣ୍ଡୁରା, ଅବ୍ୟଙ୍ଗା)
ସମ୍ପାଦନାଶିମ୍ୱାଦି ବର୍ଗର ଲତା ଓ ତହିଁର ଛୁଇଁ; ବାଇଢଙ୍କ —A species of creeper and its bean, cowitch.
[ଦ୍ରଷ୍ଟବ୍ୟ —ଏହା ଦୁଇ ଜାତୀୟ ଏକ ଜାତୀୟ ବନ୍ୟଜ ଏହାର ଛୁଇଁ ଉପରେ ଆଁଶୁ ଥାଏ ଏହା ଦେହରେ ଲାଗିଲେ ଭୟଙ୍କର
ଗଲୁ ହୁଏ ଏହାକୁ ବାଇଢଙ୍କ କହନ୍ତି ଅନ୍ୟ ଜାତୀୟ ଲତାକୁ ଲୋକେ ବାଡ଼ି ଓ ଅଗଣାରେ ଲଗାନ୍ତି ଏହାର ଛୁଇଁ ତରକାରୀ ରୂପେ ବ୍ୟବହୃତ ହୁଏ ଓ ଏ ଛୁଇଁରେ ଆଁଶୁ ନ ଥାଏ ]
ଦେଶଜ - ବିଶେଷଣ -
ସମ୍ପାଦନାଢଙ୍କସର ପାଣି (ଦେଖ) - Ḍhaṅkasara pāṇi (See)
ଢଙ୍କ
ଉଚ୍ଚାରଣ
ସମ୍ପାଦନା(ଢଂ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଙ୍ଗୀ; ଢ଼ଗ, ଢ଼ଂଗନ=ଗତି)
ସମ୍ପାଦନା- ୧. ଢାଞ୍ଚା; ରୀତି; ଭଙ୍ଗୀ — ୧. Manner; method; mode; fashion.
- ୨. ସୁବ୍ୟବହାର; ଭଦ୍ରତା — ୨. Good treatment; manners.
ଅଢ଼ଙ୍ଗରେ ଢ଼ଙ୍ଗ ନାହିଁ, କଟକ ବାଇଦ ଶୁଭେ ନାହିଁ—ଢ଼ଗ
- ୩. ପ୍ରକାର —୩. Kind; sort.
- ୪. ଉପାୟ —୪. Means.
- ୫. ଗଢ଼ଣ —୫. Make; build.
- ୬. ଲକ୍ଷଣ —୬. Indication; trait.
- ୭. ଚାଲି; ଚଳନ; ଆଚରଣ —୭. Conduct.