ଢଗ ଢମାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର; ପ୍ରାୟ ଏକାର୍ଥବୋଧକ ଶବ୍ଦ) ସମ୍ପାଦନା

୧. ଢଗ ଓ ଢମାଳି — ୧. Banter; badinage.
୨. ବାଜେ ବା ଅପ୍ରୟୋଜନୀୟ କଥା — ୨. Miscellaneous or useless words.

ତମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦଚରିତ ଢଗଢମାଳି ହେଲେହେଁ ସାକ୍ଷାତେ ଅମୃତ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

[ଦ୍ରଷ୍ଟବ୍ୟ —ଢଗରେ ପଦ ମାନଙ୍କ ଶେଷ ଅକ୍ଷରର ମେଳଥାଏ ଓ କୌଣସି କୌଣସି ଢଗରେ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥାଏ ଢ଼ମାଳି ବ୍ୟଙ୍ଗୋକ୍ତି ବହୁଳ ଏବଂ ତହିଁରେ ଅକ୍ଷରର ମେଳ ନ ଥାଏ ]