ଢଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ଇଂରାଜୀ - Doggerel ଡଗ୍ଗରେଲ=ବ୍ୟଙ୍ଗପୂର୍ଣ୍ଣ ନୀଚ ଶ୍ରେଣୀର ପଦ୍ୟ) ସମ୍ପାଦନା

୧. ଢେଗ; ପରିହାସ ବା ବ୍ୟଙ୍ଗାତ୍ମକ ଯତି ବା ମିତ୍ରାକ୍ଷର ମିଳିତ ବଚନ — ୧. Badinage; banter; sarcastic doggerel; a gibe or proverb in rhyme.
୨. ପ୍ରବଚନ — ୨. Wise popular saying; saws.

[ ଦ୍ର—ସାଧାରଣତଃ ଢଗମାନଙ୍କରେ ଶେଷପଦମାନଙ୍କର ମେଳ ଥାଏ ଓ ଉପସ୍ଥିତ ଘଟଣାକୁ ଲକ୍ଷ୍ୟ କରି ତାହା ବୋଲାଯାଏ ]