ଢକା ବାଜିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଢ଼କା ବାଜିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା ଓ ବାଦନ) ସମ୍ପାଦନା

୧. ଢୋଲ ଶବ୍ଦାୟମାନ ହେବା — ୧. Sounding of a drum.
୨. (କୌଣସି ବିଷୟ) ସାଧାରଣରେ ପ୍ରଚାରିତ ହେବା — ୨. Wide publication of a matter (as if by beat of drum).

ଢକା ବାଜୁଥାଇ ବ୍ରଜେ କବିସୂର୍ଯ୍ୟ, କିଶୋରଚମ୍ପୂ ତ ଗୀତ