ଢକା ପିଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ଢକ୍କା ପିଟିବା, ଢକ୍କାବଜା (ଜେ) ଇବା—ଅନ୍ୟରୂପ]

ଦେଶଜ - କ୍ରି. (ଲକ୍ଷଣାର୍ଥ) ସମ୍ପାଦନା

କୌଣସି ବିଷୟ ଜନସମାଜରେ ପ୍ରଚାର କରିବା — To publish a thing.

ସରସେ ପିଟିବେ ଢକା ସମ୍ପାଦିବୁ ଏତେ ଏକା କବିସୂର୍ଯ୍ୟ, କିଶୋରଚମ୍ପୂ ସ ଗୀତ