ଢକା ପିଟିବା
ଢକା ପିଟିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢକା ପିଟିବା
|
[ଢକ୍କା ପିଟିବା, ଢକ୍କାବଜା (ଜେ) ଇବା—ଅନ୍ୟରୂପ]
ଦେଶଜ - କ୍ରି. (ଲକ୍ଷଣାର୍ଥ)
ସମ୍ପାଦନାକୌଣସି ବିଷୟ ଜନସମାଜରେ ପ୍ରଚାର କରିବା — To publish a thing.
ସରସେ ପିଟିବେ ଢକା ସମ୍ପାଦିବୁ ଏତେ ଏକା କବିସୂର୍ଯ୍ୟ, କିଶୋରଚମ୍ପୂ ସ ଗୀତ