ଢକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଢକ୍କା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଢକ୍କ) ଢାକା; ଢେଙ୍କା — ୧. Dacca (name of a division, district and town in East Bangal.
୨. (ସଂସ୍କୃତ - ଢକ୍କା) ଡିଣ୍ଡିମ; ବାଦ୍ୟ; ଢୋଲ, ଡେଙ୍ଗୁରା; ବଡ଼କାଠ; ପଟହ —୨. Drum.

ବିଶେଷଣ - ସମ୍ପାଦନା

ଆଚ୍ଛାଦିତ —Covered.