ଢକଢକ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. (କୌଣସି ବଡ଼ ଗର୍ତ୍ତ ବା ସ୍ଥାନରେ ଅପେକ୍ଷାକୃତ ସରୁଆ ଖିଇ ଆଦି ହୁଗୁଳା ହୋଇ ବସିଥିବାରୁ) ଦୋହଲିବା; ହଲର ହଲର ହେବା —୧. To sit slackly (as a slender stick in a bigger hole).

(ଯଥା—ମେରିଗାତରେ ମାଟି ଠିକ୍ ମତେ ଖୁନ୍ଦା ହୋଇ ନ ଥିବାରୁ ମେରିଖୁଣ୍ଟାଟା ଢକଢକ ହଉଛି)

୨. ରୋଗ ବା ଅନାହାର ଯୋଗୁଁ କୌଣସି ଜୀବ ଦୁର୍ବଳ ଓ କ୍ଷୀଣ ହେବା —୨. To be reduced to skeleton (owing to weakness, disease or fasting).

(ଯଥା—ଦୁର୍ଭିକ୍ଷ ଯୋଗୁଁ ସେ ଅଞ୍ଚଳର ଲୋକମାନେ ଢକଢକ ହୋଇ ଗଲେଣି)