ଢକଢକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ହୁଗୁଳା; ଶଥ — ୧. Loose; loosely fitting.
୨. ଅତି ଦୁର୍ବଳ ଓ କ୍ଷୀଣ; ଶୀର୍ଣ୍ଣକାୟ — ୨. Very thin; emaciated.

(ଯଥା—ଢକଢକିଆ ମନୁଷ୍ୟ)