ଢକଢକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ) (ତୁଳ. ସଂ, ଢୌକ ଧାତୁ=ଗତି କରିବା) ସମ୍ପାଦନା

ପାଣି ଏକାଧିକ ଥର ଢୋକି କରି ପିଇବାର କଣ୍ଠଶବ୍ଦ —The sound of swallowing or gulping any liquid.

ବାଘସିଂହଙ୍କ ଘରଆଡ଼େ ତକତକ କରି ଢାଳେ ପାଣି ପିଇ ଦେଇ ପଡ଼ି ଗଲେ ଫକାରମୋହନ. ଛମାଣ ଆଠଗୁଣ୍ଠ