ଢକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟକ) ସମ୍ପାଦନା

୧. ବଣିଆଁଙ୍କ ବ୍ୟବହୃତ ବଟକରା — ୧. A standdard weighing bit used by goldsmiths; a metal piece used as a standard of weight.
୨. କେବେଳ ଖୋଳ, ଫମ୍ପା ଆବରଣ — ୨. Empty frame.

(ଯଥା—ନ ଖାଇ ନ ପିଇ ତାର ବର୍ତ୍ତମାନ ଢକ ରହିଲାଣି)

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ଢଗ —Doggerel sayings.