ଢଇରା ମାରବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କାତ ମାରିବା — ୧. To use the pole in propelling a boat.


୨. ପାଣିରେ ପଶି ଚାଲିବା ସମୟରେ ଯଷ୍ଟିଦ୍ୱାରା ପାଣିକୁ କଣ୍ଟିବା —୨. To feel or fathom the depth of water with a stick while wading.
୩. ଚାଲିବା ସମୟରେ ଯଷ୍ଟି ଉପରେ ଭରା ଦେବା — ୩. To walk with the support of a stick.