ଢଂ ଢଂ
ଢଂ ଢଂ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂସ୍କୃତ - ଧ୍ୱନ୍ ଧାତୁ=ଶବ୍ଦକରିବା)
ସମ୍ପାଦନା- ୧. ଘଣ୍ଟା ଧ୍ୱନି; ଟଂ ଟଂ ୧. Ding-dong sound.
- ୨. ଢୋଲ ବାଦ୍ୟର ଧ୍ୱନି — ୨. Sound of drums.
- ୩. ବଡ଼ ହାଣ୍ଡି ଭିତରେ ସାନହାଣ୍ଡି ଢିଲା ହୋଇ ଗଳି ପଡ଼ି ଥିବା ଅବସ୍ଥାରେ ହାଣ୍ଡି ହଲାଇବାରୁ ଉତ୍ପନ୍ନ ଶବ୍ଦ — ୩. Sound of jostling of earthen pots, one inside the other.
(ଢଂ. ଢଙ୍ଗ୍ ଢଙ୍ଗ୍—ଅନ୍ୟରୂପ)
- ୪. ହୁଗୁଳା ଅଳଙ୍କାର ପିନ୍ଧି ଅଙ୍ଗ ଚାଳନ କଲେ ତହିଁରୁ ଉତ୍ପନ୍ନ ଶବ୍ଦ — ୩. Sound of ill-fitting ornaments when the limb is moved.