ଢଂ ଢଂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂସ୍କୃତ - ଧ୍ୱନ୍ ଧାତୁ=ଶବ୍ଦକରିବା) ସମ୍ପାଦନା

୧. ଘଣ୍ଟା ଧ୍ୱନି; ଟଂ ଟଂ ୧. Ding-dong sound.
୨. ଢୋଲ ବାଦ୍ୟର ଧ୍ୱନି — ୨. Sound of drums.
୩. ବଡ଼ ହାଣ୍ଡି ଭିତରେ ସାନହାଣ୍ଡି ଢିଲା ହୋଇ ଗଳି ପଡ଼ି ଥିବା ଅବସ୍ଥାରେ ହାଣ୍ଡି ହଲାଇବାରୁ ଉତ୍ପନ୍ନ ଶବ୍ଦ — ୩. Sound of jostling of earthen pots, one inside the other.

(ଢଂ. ଢଙ୍ଗ୍ ଢଙ୍ଗ୍—ଅନ୍ୟରୂପ)

୪. ହୁଗୁଳା ଅଳଙ୍କାର ପିନ୍ଧି ଅଙ୍ଗ ଚାଳନ କଲେ ତହିଁରୁ ଉତ୍ପନ୍ନ ଶବ୍ଦ — ୩. Sound of ill-fitting ornaments when the limb is moved.