ଡୋଲି ଲେଉଟା
ଡୋଲି ଲେଉଟା
ଉଚ୍ଚାରଣ
ସମ୍ପାଦନାପ୍ରାଦ. (ଯାଜପୁର) ବିଶେଷ୍ୟ -
ସମ୍ପାଦନାଝିଅ ପହିଲିପାଳି ଯାଇ ତହିଁ ଆର ଦିନ ବାପ ଘରକୁ ଫେରି ଆସି ସଙ୍ଗେ ସଙ୍ଗେ ସାମାନ୍ୟ କେତେକ ଭାର ନେଇ ସେହି ପୁଣି ଶାଶୁଘରକୁ ଫେରି ଯିବା — The coming back of a matured girl to her husband's houd the very day she is brought back therefrom on the next day of her first trip to the husband's house for consummation of marriage.